Thursday 11 March 2021

ଭାତ ସନ୍ତୁଳା ଖାଆନ୍ତୁ , ସନ୍ତୁଳିତ ରୁହନ୍ତୁ

ଇନ୍ଧନ {ରୋଷେଇ ଗ୍ୟାସ }ଦର ହୁହୁ ବଢୁଛି | କିନ୍ତୁ ଆମେ ଅଭ୍ୟାସ ଯୋଗୁଁ "ଛପନ ଭୋଗ" ମାନସିକତାରେ ଆକ୍ରାନ୍ତ ହୋଇ "ବାର ତିଅଣ, ତେର ଭଜା" ପ୍ରସ୍ତୁତ କରି ଚାଲିଛେ | ଆମ ପାକଶାଳା ଆଜି ବିଶ୍ରାମ ଚାହେଁ | ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖାଦ୍ୟ ଜଟିଳ ନହୋଇ ସରଳ ହେବା ଆବଶ୍ୟକ | ଆଜିର ପରିସ୍ଥିତି ପରିପ୍ରେକ୍ଷୀରେ ସନ୍ତୁଳା ପ୍ରାସଙ୍ଗିକ | ସନ୍ତୁଳିତ ଜୀବନ ଏବଂ ସନ୍ତୁଳା ଶବ୍ଦର ସାମଞ୍ଜସ୍ୟ ସମ୍ପର୍କରେ ସଚେତନ ହୁଅନ୍ତୁ | ଭାତ /ରୁଟି ସନ୍ତୁଳା ଖାଆନ୍ତୁ ;ସନ୍ତୁଳିତ ରୁହନ୍ତୁ | *****

No comments:

Post a Comment