Thursday 11 March 2021

ମଲ୍ଲୀମାଳ ଶ୍ୟାମଙ୍କୁ ଦେବି

ଆମର ସମ୍ବେଦନଶୀଳତା ହ୍ରାସ ପାଉଛି | " ମଲ୍ଲୀମାଳ ଶ୍ୟାମଙ୍କୁ ଦେବି" ର ସମର୍ପଣଭାବ ଏବଂ ଆତ୍ମୀୟତା ନବୁଝି ମନ୍ଦିର ସଜେଇବା କାମଟି ପେଷାଦାର ଆମେ ଫ୍ଲୋରିଷ୍ଟ ହାତରେ ସମର୍ପଣ କରି ଆତ୍ମସନ୍ତୋଷ ଲାଭ କରୁଛେ | ****

No comments:

Post a Comment